ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଆରମ୍ଭ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଶିଖପାଲୀ ଏବଂ ନାମଗୁଡା ମଧ୍ୟରେ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଜି ସକାଳେ ନାମଗୁଡାରୁ ଶିଖପାଲୀ ଯାଉଥିବା ରାସ୍ତାର କଡରେ ରହିଥିବା ଏକ ଗଛରେ ଜଣେ ବ୍ୟକ୍ତି ବେକରେ ସେ ପିନ୍ଧିଥିବା ଗାମୁଛା ଦ୍ବାରା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଶବ ନିକଟରେ ଏକ ସାଇକେଲ ମଧ୍ୟ ପଡିଥିବା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ବୟସ ୬୦ … Continue reading ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା : ପୁଲିସର ତଦନ୍ତ ଆରମ୍ଭ